29 Sept 2019

ଶୁଭ ସକାଳ | Good Morning

ଶୁଭ ସକାଳ, ଶୁଭ ସକାଳ good morning status for WhatsApp in odia
ପ୍ରକୃତରେ ସେହି ବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଇବାକୁ ଭଲଲାଗେ
ଯିଏ ମୋ ସମକକ୍ଷ ନ ହୋଇଥିଲେ ମଧ୍ୟ, ମୋ  ହୃଦୟର ଅତି ନିକଟରେ ଥିବାର ଭରସା ଦିଅନ୍ତି, ବୟସରେ ହୁଏତ ସେ ମୋ ଠାରୁ ଛୋଟ ଅବା ବଡ ହୁଅନ୍ତୁ, ପରନ୍ତୁ ବାସ୍ତବରେ ତ ସେହି ବ୍ୟକ୍ତିହିଁ ବଡ ହୋଇଥାଏ,
ଯାହାଙ୍କ ହୃଦୟରେ ସମସ୍ତଙ୍କ ପାଇଁ ସ୍ନେହ, ପ୍ରେମ ଓ ସମ୍ମାନ ର ଭାବନା ଭରିରହି ଥାଏ।