10 Oct 2019

ପଛକୁ ଫେରି ଚାହିଁଥିଲେ ତମେ ହୁଏତ ଅଟକିଯାଇଥାନ୍ତ !

odia whatsapp facebook status, sad odia whatsapp status


ପଛକୁ ଫେରି ଚାହିଁଥିଲେ ତମେ ହୁଏତ ଅଟକିଯାଇଥାନ୍ତ,
ଏ ଆଖିର ଧାରା ଶ୍ରାବଣରେ କିଛି କ୍ଷଣ ପାଇଁ ଭିଜିଯାଇଥାନ୍ତ
ଓଠର କଥା ଆଉ ଆଖିର ପରିଭାଷା ଭିତରେ ଯେଉଁ ଅସୁମାରୀ ବଳୟର ପ୍ରଭେଦ ରହିଛି
ତାକୁ ପଢି, ପୁଣି ହୁଏତ ମୋ ଜୀବନରେ ଫଗୁଣ ରଙ୍ଗ ଭରିଦେଇଥାନ୍ତ...