Showing posts with label sad odia status. Show all posts
Showing posts with label sad odia status. Show all posts

12 May 2021

Odia Good Night Status । ଶୁଭ ରାତ୍ରି

Odia Good Night Status । Share odia goodnight status with your friends and loved one ଶୁଭ ରାତ୍ରି 

Odia Good Night Status । Share odia goodnight status with your friends and loved one ଶୁଭ ରାତ୍ରି

 ଜୀବନର ବାଟକେତେ ବେଳେ ସିଧା, କେତେ ବେଳେ ପୁଣି  ଅଙ୍କା ବଙ୍କା, ବେଳେ ବେଳେ ବାଟ ଜାଣି ହୁଏନା, ତଥାପି ଚାଲିବାକୁ ହୁଏ କେବେ ପାଦ ପଛକୁ ଫେରେନା, ଶୁଭ ରାତ୍ରି ।

9 Mar 2021

Odia status of the day

 ବେଳେବେଳେ ଭୁଲ୍ ବ୍ୟକ୍ତି ଆମକୁ ଜୀବନରେ ସଠିକ୍ ଶିକ୍ଷା ଦିଅନ୍ତି |


ପ୍ରତ୍ୟେକ କାହାଣୀର ଏକ ଅନ୍ତ ଅଛି କିନ୍ତୁ ଜୀବନରେ ସବୁକିଛି ଶେଷ ହେଉଛି ଏକ ନୂତନ ଆରମ୍ଭ |


22 May 2020

ଯେଉଁମାନେ ଆମକୁ ବହୁତ୍ ଭଲ ପାଆନ୍ତି ଆମେ ସେମାନଙ୍କୁ ଠାରୁ କେବେ କିଛି ଲୁଚେଇପାରିନ୍ତି ନାହିଁ,

ଯେଉଁମାନେ ଆମକୁ ବହୁତ୍ ଭଲ ପାଆନ୍ତି  ଆମେ ସେମାନଙ୍କୁ ଠାରୁ କେବେ କିଛି ଲୁଚେଇପାରିନ୍ତି ନାହିଁ
Odia sad quotes, odia best qoute, odia latest quotes, English quotes
ଆମେ ହୁଏତ ଆମର ନିଜ କଷ୍ଟ ଓ ଯନ୍ତ୍ରଣା  ଲୁଚାଇବାକୁ ସମର୍ଥ ହୋଇପାରୁ

 କିନ୍ତୁ ଯେଉଁମାନେ ଆମକୁ ବହୁତ୍ ଭଲ ପାଆନ୍ତି  ଆମେ ସେମାନଙ୍କୁ ଠାରୁ କେବେ କିଛି ଲୁଚେଇପାରିନ୍ତି ନାହିଁ,

କାରଣ ସେମାନଙ୍କୁ ଜଣେଇବା ପାଇଁ କୌଣସି ଶବ୍ଦର ଆବଶ୍ୟକତା ନଥାଏ |

15 Mar 2020

Odia staus of the day!

Odia latest status of the day
ମନ ଭିତରେ ଯେତେ ଦୁଃଖ ଥାଉ ପଛେ
ମୁହଁରେ ହସ ଲାଗି ରହିଥାଉ
କାହିଁକିନା ଆଜିର ଦୁନିଆରେ ଲୋକେ
ତୁମର ଦୁଃଖ ଆଉ ଦୁର୍ବଳତା
ଠିକଣା ଖୋଜି ବୁଲୁଛନ୍ତି ।

27 Oct 2019

ପାଦଚିହ୍ନ ମୋର ଆଙ୍କିବା ଆଗରୁ ମାଡିଯାଏ ବାଲିଚର

Odia sad whatsapp status for WhatsApp Facebook, odia message, odia staus
ସପନ ସଜେଇ ବାଲୁକା ଶଯ୍ୟାରେ  ଗଢୁଥାଏ ନିତି ବାଲିଘର,
ଅଦିନ ଝଡର ଅମାନିଆ ଢେଉ  ଦାଉସାଧେ ଆସି ବାରମ୍ବାର.
ହଜିଯାଏ ସ୍ବପ୍ନ ଭିଜେଇ ଆଖିକୁ କଳାଘୁମର ସେ ଭଉଁରୀରେ
ପାଦଚିହ୍ନ ମୋର ଆଙ୍କିବା ଆଗରୁ ମାଡିଯାଏ ବାଲିଚର...