ଯେଉଁମାନେ ଆମକୁ ବହୁତ୍ ଭଲ ପାଆନ୍ତି ଆମେ ସେମାନଙ୍କୁ ଠାରୁ କେବେ କିଛି ଲୁଚେଇପାରିନ୍ତି ନାହିଁ
ଆମେ ହୁଏତ ଆମର ନିଜ କଷ୍ଟ ଓ ଯନ୍ତ୍ରଣା ଲୁଚାଇବାକୁ ସମର୍ଥ ହୋଇପାରୁକିନ୍ତୁ ଯେଉଁମାନେ ଆମକୁ ବହୁତ୍ ଭଲ ପାଆନ୍ତି ଆମେ ସେମାନଙ୍କୁ ଠାରୁ କେବେ କିଛି ଲୁଚେଇପାରିନ୍ତି ନାହିଁ,
କାରଣ ସେମାନଙ୍କୁ ଜଣେଇବା ପାଇଁ କୌଣସି ଶବ୍ଦର ଆବଶ୍ୟକତା ନଥାଏ |