12 May 2021

Odia Good Night Status । ଶୁଭ ରାତ୍ରି

Odia Good Night Status । Share odia goodnight status with your friends and loved one ଶୁଭ ରାତ୍ରି 

Odia Good Night Status । Share odia goodnight status with your friends and loved one ଶୁଭ ରାତ୍ରି

 ଜୀବନର ବାଟକେତେ ବେଳେ ସିଧା, କେତେ ବେଳେ ପୁଣି  ଅଙ୍କା ବଙ୍କା, ବେଳେ ବେଳେ ବାଟ ଜାଣି ହୁଏନା, ତଥାପି ଚାଲିବାକୁ ହୁଏ କେବେ ପାଦ ପଛକୁ ଫେରେନା, ଶୁଭ ରାତ୍ରି ।


Odia Good Night Status । Share odia goodnight status with your friends and loved one ଶୁଭ ରାତ୍ରି


ମୋ ସ୍ୱପ୍ନ ପଛେ ଅଧୁରା ରହୁ, ସମସ୍ତଙ୍କ ସ୍ୱପ୍ନ ପୁରଣ ହେଉ, ଶୁଭ ରାତ୍ରି ।


ସାଥୀ ଦୁଇ ଦିନର ଅତିଥି, ରାତି ସବୁ ଦିନର ସାଥୀ। ଶୁଭ ରାତ୍ରି


ଦୁଇ ଦିନର ଏ ମଣିଷ ଜୀବନ କାହିଁ ମନେ କର ରାଗ, ଈର୍ଷା, ଅଭିମାନଇଶ୍ଵର ସୃଷ୍ଟିରେ ସଭିଏଁ ସମାନ ବାଣ୍ଟି ଚାଲ ବନ୍ଧୁ ସ୍ନେହଶ୍ରଦ୍ଧା  ପ୍ରେମ ସମ୍ମାନ.....


Odia Good Night Status । Share odia goodnight status with your friends and loved one ଶୁଭ ରାତ୍ରି

ଆସନ୍ତାକାଲି ପାଇଁ ସମସ୍ତେ ଶୋଇପଡନ୍ତି |କିନ୍ତୁ ସେ ଭାବନ୍ତି ନାହିଁ, ଯାହାର ହୃଦୟ ଆଜି ଦୁଃଖ ପାଇଛି, ସେ ଶାନ୍ତିରେ ଶୋଇଛନ୍ତି କି ନାହିଁ | ଶୁଭ ରାତ୍ରି