27 Oct 2019

ପାଦଚିହ୍ନ ମୋର ଆଙ୍କିବା ଆଗରୁ ମାଡିଯାଏ ବାଲିଚର

Odia sad whatsapp status for WhatsApp Facebook, odia message, odia staus
ସପନ ସଜେଇ ବାଲୁକା ଶଯ୍ୟାରେ  ଗଢୁଥାଏ ନିତି ବାଲିଘର,
ଅଦିନ ଝଡର ଅମାନିଆ ଢେଉ  ଦାଉସାଧେ ଆସି ବାରମ୍ବାର.
ହଜିଯାଏ ସ୍ବପ୍ନ ଭିଜେଇ ଆଖିକୁ କଳାଘୁମର ସେ ଭଉଁରୀରେ
ପାଦଚିହ୍ନ ମୋର ଆଙ୍କିବା ଆଗରୁ ମାଡିଯାଏ ବାଲିଚର...